STORYMIRROR

ମୃତ୍ୟୁ ଆଦର୍ଶ ବ୍ୟକ୍ତିତ୍ବ ମନେ ପଡ଼ ହୃଦୟ ଦୃଶ୍ୟ କାର୍ଯ୍ୟ ପରା କଥାରେ ଅଛି ସ୍ତ୍ରୀ କଥା ରେ ରାଜ ସାହସ କରି ପଚାରିଲା ମା କୁ " ମା ସେ ଘରେ କଣ ଅଛି ଦେଖେଇଦେଉନୁ ଟିକେ ? ପିଲାଟା କେତେ ଜିଦି କରୁଛି | '' ରାଜମା ମନା କରିଦେଲା '' ସେଠି ଯାହା ଜିନିଷ ଅଛି କେହି ଦେଖିବାକୁ କେବେ ଚେଷ୍ଟା କରିବନି | ମୁଁ ମଲାପରେ ବି ସେ ଜିନିଷ ଖୋଲିବନି | '' ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ ଲୋକ ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି | ସବୁ କଥାରେ ହଁ ଭରିଲା ରାଜେଶ |

Oriya ମନେ ଅଛି Stories